This browser does not support the video element.
ନୂଆପଡା: ଭେଲା ଠାରେ ଆୟୋଜିତ ପଞ୍ଚାୟତ ସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା ଉଦଯାପିତ କୋମନା ଦଳ ଚମ୍ପିୟାନ
Nuapada, Nuapada | Sep 26, 2025
ଆଜି ଅପରାହ୍ନ ଚାରିଟା ସମୟରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଭେଲା ଗ୍ରାମ ରେ ଆୟୋଜିତ ପଞ୍ଚାୟତ ସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି।ଫାଇନାଲ ମ୍ୟାଚ୍ ରେ ଭେ ଲା ଦଳ କୋମନା ଦଳକୁ ଭେଟିଥିଲେ। କୋମନା ଦଳ ବିଜୟୀ ହୋଇଥିଲେ।ପୁରସ୍କାର ବିତରଣ ଉତ୍ସବ ରେ ସ୍ବର୍ଗତ ରାଜୁ ଢୋଲକିଆ ଙ୍କ ପୁତ୍ର ଜୟ ଢୋଲକିଆ,ବିଜେଡି ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଶୀ,ଭାଜପା ଯୁବ ମୋର୍ଚ୍ଚା ସଭାପତି ଅଭିନନ୍ଦନ ପଣ୍ଡା ସ୍ଥାନୀୟ ସରପଞ୍ଚ ବିମଳ ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ।