Download Now Banner

This browser does not support the video element.

ଦିଗପହଣ୍ଡି: ଗଂଜାମ ଜିଲ୍ଲା ଦିଗପହଣ୍ଡି ଏନଏସି ପକ୍ଷରୁ ସ୍ଵାୟତ ଶାସନ ସପ୍ତାହ ପାଳନ ହୋଇଯାଇଛି ।

Digapahandi, Ganjam | Aug 24, 2025
ଗଂଜାମ ଜିଲ୍ଲା ଦିଗପହଣ୍ଡି ଏନଏସି ପକ୍ଷରୁ ସ୍ଵାୟତ ଶାସନ ସପ୍ତାହ ପାଳନ ହୋଇଯାଇଛି । ଏହା ଅ।ଜି ସକାଳ 9 ଘଣ୍ଟ ସମୟରେ ପାଳନ ହୋଇଯାଇଥିବାର ଖବର ମିଳିଥିବା ବେଳେ ଦିଗପହଣ୍ଡି ଏନଏସିର ସମସ୍ତ କର୍ମଚାରୀ ଓ ନିର୍ବାଚିତ ପ୍ରତିନିଧି ମାନଙ୍କୁ ନେଇ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଥିଲା । ଏହା ଦିଗପହଣ୍ଡି ସହରରେ ଥିବା ସ୍ମାର୍ଟ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଥିବାର ଖବର ମିଳିଥିବା ବେଳେ ସ୍ଵାୟତ ଶାସନ ସପ୍ତାହ ଉପରେ ଅ।ଲୋକପାତ ହୋଇଥିବାର ମଧ୍ୟ ଖବର ମିଳିଛି । କାର୍ଯ୍ୟକ୍ରମକୁ ଦିଗପହଣ୍ଡି ଏନଏସିର ମୁଖ୍ୟ ଅଧିକାରୀ ପରିଚାଳନା କରିଥିଲେ ।
Read More News
T & CPrivacy PolicyContact Us