Download Now Banner

This browser does not support the video element.

ଅତାବିରା: ଅତାବିରା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାାଳୟରେ ଶିକ୍ଷା ଅଧିକାରୀ ଙ୍କ ଯୋଗଦାନ

Attabira, Bargarh (Baragarh) | Sep 1, 2025
ଅଦ୍ୟ ତା ୦୧-୦୯-୨୦୨୫ ରିଖ ଅତାବିରା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଠାରେ ନିୟମିତ ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର ଯୋଗଦାନ କରିଛନ୍ତି । ସେ ପୂର୍ବରୁ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଡ଼ାରୀ ବ୍ଲକ୍ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ରୂପେ କାର୍ଯ୍ୟରତ ଥିଲେ । ଏହି ଅବସରରେ ତାଙ୍କୁ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଏକ ସଭା କରି ସ୍ବାଗତ ସମ୍ବର୍ଦ୍ଧନା କରା ଯାଇ ଥିଲା । ସ୍ଵାଗତ ସଭାରେ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭେଡେନ ଶ୍ରୀଯୁକ୍ତ ମଛିନ୍ଦ୍ର ମଲ୍ଲିକ ଯୋଗଦେଇଥିଲେ |
Read More News
T & CPrivacy PolicyContact Us