Install App
khabr.malyabanta
This browser does not support the video element.
ମାଲକାନଗିରି: ମାଲକାନଗିରି ଅବକାରୀ ବିଭାଗ ତରଫରୁ ପେପରମେଟଲା ଥାନା ଅନ୍ତର୍ଗତ ସାରକୁବଣ୍ଡା ଗ୍ରାମ୍ୟ ଘଞ୍ଚ ଜଙ୍ଗଲ ରୁ ୩୪୦ କେଜି ଗଞ୍ଜେଇ ଜବତ କରାଯାଇଛି
Malkangiri, Malkangiri | Sep 9, 2025
ମାଲକାନଗିରି ଅବକାରୀ ବିଭାଗ ତରଫରୁ ପେପରମେଟଲା ଥାନା ଅନ୍ତର୍ଗତ ସାରକୁବଣ୍ଡା ଗ୍ରାମ୍ୟ ଘଞ୍ଚ ଜଙ୍ଗଲ ରୁ ୩୪୦ କେଜି ଗଞ୍ଜେଇ ଜବତ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ ଚଉତିରିଶ ଲକ୍ଷ ଟଙ୍କା l ପ୍ରକାଶ ଥାଉ କି ଉକ୍ତ ଗଞ୍ଜେଇ କୁ ବାହାର ରାଜ୍ୟ କୁ ଚାଲାଣ ପାଇଁ ଜଙ୍ଗଲ ଭିତରେ ଲୁଚାଯାଇଥିଲା। ଏ ସଂକ୍ରାନ୍ତ ରେ ବାଲିମେଳା ଅବକାରୀ ଥାନା ରେ ଏକ ଦାବିହୀନ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ପାଇଁ ବାଲିମେଳା OIC ଙ୍କୁ ନିର୍ଦେଶ ଦିଆଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!