This browser does not support the video element.
ଝାରସୁଗୁଡା: ହମ ସାଥ ସାଥ ହେଁ ଟିମ ପକ୍ଷରୁ ଜିଲ୍ଲାର ଏକ ଘରୋଇ ହୋଟେଲରେ ବରିଷ୍ଠ ନାଗରିକଙ୍କୁ ସମ୍ମାନ ଓ ସ୍ନେହ ମିଳନ କାର୍ଯ୍ୟକ୍ରମ ଆଶୀର୍ବାଦ ଅନୁଷ୍ଠିତ
Jharsuguda, Jharsuguda | Aug 21, 2025
ବରିଷ୍ଠ ନାଗରିକ ଦିବସ ଅବସରରେ ହମ ସାଥ ସାଥ ହେଁ ଟିମ ପକ୍ଷରୁ ଝାରସୁଗୁଡାର ଜିଲ୍ଲାର ଏକ ଘରୋଇ ହୋଟେଲ ଠାରେ ଆଜି ଅପରାହ୍ନ ଚାରିଟା ସମୟରେ ବରିଷ୍ଠ ନାଗରିକଙ୍କୁ ସମ୍ମାନିତ କରାଯିବା ସହିତ ସ୍ନେହ ମିଳନ କାର୍ଯ୍ୟକ୍ରମ ଆଶୀର୍ବାଦ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୧୦୦ ଜଣ ବରିଷ୍ଠ ନାଗରିକ ଙ୍କୁ ସମ୍ମାନିତ କରାଯାଇଛି। 75 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବରିଷ୍ଠ ନାଗରିକଙ୍କୁ ସମାଜ ଓ ନିଜ ପରିବାର ପାଇଁ କାର୍ଯ୍ୟକୁ ନେଇ ଏହି କାର୍ଯ୍ୟକ୍ରମ ରେ ସମ୍ମାନୀତ କରାଯାଇଥିଲା। ବରିଷ୍ଠ ନାଗରିକ ଙ୍କ ଆଶୀର୍ବାଦ ସେମାନଙ୍କ ସ୍ନେହ ଏବଂ ପ୍ରେରଣା ଯୋଗୁଁ ବର୍ତ୍ତମାନର