This browser does not support the video element.
ସୋନପୁର: ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଉପରେ କର୍ମଶାଳା ଅନୁଷ୍ଠିତ
Sonapur, Subarnapur (Sonepur) | Aug 23, 2025
ଜିଲ୍ଲାପାଳ, ସୁବର୍ଣ୍ଣପୁର ଡ଼. ନୃପରାଜ ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ଅଦ୍ୟ ତା ୨୩.୦୮.୨୦୨୫ ରିଖ ପୂର୍ବାହ୍ନ ୧୧.୦୦ ଘଟିକା ସମୟରେ ଆଗାମୀ ତା ୨୫.୦୮.୨୦୨୫ ରିଖ ସୋମବାର ଦିନ ବ୍ୟାପକ ସଫେଇ ଅଭିଯାନ ମାଧ୍ୟମରେ ଘରେ ଘରେ ସ୍ଵଚ୍ଛତା କାର୍ଯ୍ୟକ୍ରମ୍ ଜିଲ୍ଲାର ପ୍ରତ୍ୟେକ ଗ୍ରାମ ଓ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ କରିବା ଉପରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।