This browser does not support the video element.
ବୌଦ୍ଧ ସଦର: ବେଆନ ମଦ କରବାର ନେଇ କମିରା ଗ୍ରାମ ରାସ୍ତାରେ ଅବକାରୀ ଚଢ଼ାଉ ଦିଦେଶୀ ମଦକୁ ଜବତ କରିବା ସହିତ ମାମଲା ରୁଜୁ
Baudh Sadar, Boudh (Bauda) | Oct 9, 2025
ଆଜି ସନ୍ଧ୍ୟା ୭. ୩୦ ସମୟ ଜିଲ୍ଲା ଅବକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ l ବୌଦ୍ଧ ଥାନା ଅନ୍ତର୍ଗତ କମିରା ଗ୍ରାମରେ ବେଆନ ମଦ କାରବାର ନେଇ ଖବର ପାଇଲା ପରେ l ସକାଳ ପାଖାପାଖି ୧୧.୩୦ସମୟ ବୌଦ୍ଧ ସଦର ଅବକାରୀ ଇନସ୍ପେକଟର ଶ୍ରୀ ଗଦାଧର ମହାରଣାଙ୍କ ନେତୃତ୍ୱରେ ଏକ ଟିମ l କମିରା ଗ୍ରାମରେ ଚଢ଼ାଉ କରିଥିଲା l ଏହି ଚଢ଼ାଉରେ ଗ୍ରାମର ରାସ୍ତାରୁ ୪ଲିଟର ୫୦୦ମିଲିଲିଟର ବେଆନ ବିଦେଶୀ ମଦକୁ ଜବତ କରିଥିଲା l ଏଥିରେ ସମ୍ପୃକ୍ତ ଆସାମୀ ନାମରେ ୩୪/୨୫-୨୬ରେ ମାମଲା ରୁଜୁ କରା ଯାଇଛି l