This browser does not support the video element.
ତେଲକୋଇ: ମାନ୍ୟବର ନରେନ୍ଦ୍ର ମୋଦୀ ଙ୍କ ୭୫ତ୍ତମ ଜନ୍ମଦିନ ଉପଲକ୍ଷେ ତେଲକୋଇ ବନବିଭାଗ ପକ୍ଷରୁ ଗଡ଼ିଛି ବିକାଶରଥ
Telkoi, Kendujhar | Sep 9, 2025
କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ପକ୍ଷରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମଦିନ ଉପଲକ୍ଷେ ବନ ବିଭାଗ ପକ୍ଷରୁ ଗଡ଼ିଛି ବିକାଶ ରଥ। ଏହା ମାଧ୍ୟମରେ ଗାଁ ଗାଁକୁ ଯାଇ ବୃକ୍ଷ ବଣ୍ଟନ କରୁଛି ବନ ବିଭାଗ।ରାଜ୍ୟରେ ୭୫ ଲକ୍ଷ ବୃକ୍ଷରୋପଣ ପାଇଁ ଯୋଜନା ରଖିଛି ବିଭାଗ। ଏହିକାର୍ଯ୍ୟକ୍ରମକୁସ୍ଥାନୀୟଗୋଷ୍ଠୀଉନ୍ନୟନଅଧିକାରୀ,ଅତିରିକ୍ତତହସିଲଦାର,ତେଲକୋଇ ଥାନା ଭାରପ୍ରାପ୍ତ ଅଧିକାରୀ ,ବିଜେପି ମଣ୍ଡଳ ସଭାପତି , ବିଧାୟକ କଂ ପ୍ରତିନିଧି ସାଂସଦଙ୍କ ପ୍ରତୀନିଧି ଉଦଘାଟନ କରିଛନ୍ତି। କେନ୍ଦୁଝର ବନଖଣ୍ଡ ଜଙ୍ଗଲ ଅଧିକାରୀ ଓ ରେଞ୍ଜର ,ପ୍ରମୁଖ ଉପସ୍ଥିତଥିଲେ।ଆଜି ଅପରାହ୍ନ ୫ଟା