This browser does not support the video element.
ବୀରମହାରାଜପୁର: ବିନିକା ପାଲିପଡ଼ା ସ୍ଥିତ ସହରାଞ୍ଚଳ ଯାଦବ ସମାଜ ର ବାର୍ଷିକ ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ପଦ୍ମଶ୍ରୀ ହଳଧର ନାଗ
Biramaharajpur, Subarnapur (Sonepur) | Sep 30, 2025
ବିନିକା ପଳିପଡ଼ା ବିନିକା ସହରାଞ୍ଚଳ ଯାଦବ ସମାଜ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ଆଜି ଅପରାହ୍ନ 3ta 30ମିନିଟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି | |ବିନିକା ବ୍ଲକ ଯାଦବ ସମାଜ ସଭାପତି ଶୀତଳ ପ୍ରସାଦ ମହାକୁର ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗ ଯୋଗଦେଇ ଯାଦବ ଙ୍କ ଇଷ୍ଟଦେବ ଭଗବାନ ଶ୍ରୀ କୃଷ୍ଣ ଙ୍କ ମହିମା ଉପରେ ବକ୍ତବ୍ୟ ରଖିଥିଲେ | ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯାଦବ ସମାଜ ସଭାପତି ତପନ ଜୁଆଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା, ଅଭିନେତା ଶୁଭମ ଘିବିଲା,ବରପାଲି ବ୍ଲକ ସଭାପତି ମନଫୁଲ ଭୋଇ, ଡୁଙ୍ଗୁରିପାଲି ସଭାପତି ଶତ୍ରୁ