Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଗାନ୍ଧୀ ସ୍ମୃତି ଭବନ ଠାରେ ରାଜ୍ୟ ଇଞ୍ଜିନିୟରିଂ ୱାର୍କଚାର୍ଜଡ ନିୟମିତ ସେବାନିବୃତ୍ତ କର୍ମଚାରୀ ଫୋରମର ବୈଠକ ଓ ସାମ୍ବାଦିକ ସମ୍ମିଳନୀ

Baleshwar M, Balasore | Oct 5, 2025
ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଆଜି ଦିନ ୧୨ ଟାରେ ରାଜ୍ୟ ଇଞ୍ଜିନିୟରିଂ ୱାର୍କଚାର୍ଜଡ ନିୟମିତ ସେବାନିବୃତ୍ତ କର୍ମଚାରୀ ଫୋରମ ବାଲେଶ୍ଵର ମହାମଣ୍ଡଳ ର ଏକ ଜୋନାଲ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ସର୍ବେଶ୍ଵର ପାଣିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ମହାମଣ୍ଡଳର ମୁଖ୍ୟ ଉପଦେଷ୍ଟା ଅନ୍ତର୍ଯ୍ୟାମୀ ପ୍ରଧାନ,ମୁଖ୍ୟ ସଂଯୋଜକ ରଣଜିତ୍ ମହାନ୍ତି,ସଂଯୋଜକ କୃଷ୍ଣଚନ୍ଦ୍ର ନାୟକ,କପିଳେଶ୍ୱର ବାରିକ,ପ୍ରସନ୍ନ କୁମାର ପ୍ରଧାନ, ଆଶିଷ ନନ୍ଦ,ନରେଶ କୁମାର ଭଞ୍ଜ,କଲ୍ୟାଣ କୁମାର ମହାରଣା ଚିତ୍ତରଞ୍ଜନ ମହାରଣା,ନୃସିଂହ ଚରଣ ସିଂହ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us