Download Now Banner

This browser does not support the video element.

ଧମା: ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଅବସରରେ ହୁମା ବକ୍ର ମନ୍ଦିରରେ ପୂଜାର୍ଚ୍ଚନା ଓ ବୀର ସୁରେନ୍ଦ୍ର ସାଏ ଜରା ନିବାସରେ ଶୁଖିଲା ଖାଦ୍ୟ ବଣ୍ଟନ

Dhama, Sambalpur | Sep 21, 2025
ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଅବସରରେ ହୁମା ବକ୍ର ମନ୍ଦିରରେ ପୂଜାର୍ଚ୍ଚନା ଓ ବୀର ସୁରେନ୍ଦ୍ର ସାଏ ଜରା ନିବାସରେ ଶୁଖିଲା ଖାଦ୍ୟ ବଣ୍ଟନ ପବିତ୍ର ମହାଳୟା ଓ ଭାରତର ଯଶସ୍ୱି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଓ ସେବାପକ୍ଷ ଅବସରରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରଗଡ଼ ଜିଲ୍ଲାର କୃଷକ ମୋର୍ଚ୍ଚା ପ୍ରଭାରୀ ସୂର୍ଯ୍ୟକାନ୍ତ ପାଣିଗ୍ରାହୀଙ୍କ ନେତୃତ୍ୱରେ ଓ ଯୁଯୋମୁରା ମଣ୍ଡଳ ତରଫରୁ ରବିବାର ସକାଳେ ସମ୍ବଲପୁର ଜିଲ୍ଲା ହୁମା ବକ୍ର ମନ୍ଦିରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘାୟୁ ପାଇଁ ପୂଜାର୍ଚ୍ଚନା କରାଯାଇଥିଲା ।
Read More News
T & CPrivacy PolicyContact Us