This browser does not support the video element.
ବଲାଙ୍ଗୀର: ଆସନ୍ତା 24 ଘଣ୍ଟାରେ ଜିଲ୍ଲାରେ ଭାରି ବର୍ଷା ସହ ବଜ୍ର ପାତ ହେବାର ସମ୍ଭାବନା ଜିଲ୍ଲା କୁ ୟେଲୋ ୱାର୍ଣିଂ
Balangir, Balangir | Aug 30, 2025
ବଲାଙ୍ଗୀର ପାଣିପାଗ: ବଲାଙ୍ଗୀର ଜିଲ୍ଲାରେ ଆସନ୍ତା 24 ଘଣ୍ଟାରେ ଭାରୀ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। 7ରୁ 11 ସେ.ମି. ପର୍ଯ୍ୟନ୍ତ ବର୍ଷା ସହିତ 30ରୁ 40 କି.ମି. ବେଗରେ ବାତ୍ୟାବେଗୀ ପବନ ବହିପାରେ। ଏହିପାଇଁ Yellow Alert ଜାରି ହୋଇଛି। ସାଧାରଣ ଲୋକଙ୍କୁ ବଜ୍ରପାତ ସମୟରେ ଖୋଲାଖେଳାରେ ନଥିବାକୁ ଓ ସଚେତନ ରହିବାକୁ ଆଜି ଅପରାହ୍ନ 2ଟା ସମୟରେ ପରାମର୍ଶ ଦିଆଯାଇଛି