Download Now Banner

This browser does not support the video element.

ଭଟଲି: ଅମ୍ବାଭୋନା କେଦାରନାଥ ଆଦିବାସୀ ହାଇସ୍କୁଲରେ ବ୍ଳକ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ

Bhatli, Bargarh (Baragarh) | Sep 7, 2025
ଅମ୍ବାଭୋନା କେଦାରନାଥ ଆଦିବାସୀ ହାଇସ୍କୁଲରେ ବ୍ଳକ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତଅମ୍ବାଭୋନା କେଦାରନାଥ ଆଦିବାସୀ ହାଇସ୍କୁଲରେଆଜି ରବିବାର ସକାଳ୧୦ଟାରେ ସମ୍ବାଦ ପକ୍ଷରୁ ଅମ୍ବାଭୋନା ବ୍ଲକସ୍ତରୀୟ ବାର୍ଷିକପ୍ରତିଯୋଗିତା ଆରମ୍ଭ ହୋଇଥିଲା।ଏଥିରେବ୍ଳକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ହସ୍ତାକ୍ଷର, ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି ପ୍ରତିଯୋଗିତାରେ ଅମ୍ବାଭୋନା ବ୍ଳକ ର ବିଭିନ୍ନ ବିଦ୍ୟାଳୟ ରୁ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ଏଥିରେକୃତୀ ଛାତ୍ର ଛାତ୍ରୀଙ୍କୁମାନପତ୍ର ଏବଂପୁରସ୍କାରପ୍ରଦାନ କରାଯାଇଥିଲା
Read More News
T & CPrivacy PolicyContact Us