Download Now Banner

This browser does not support the video element.

ଜଗତସିଂହପୁର: ବାଲିକୁଦା ଅନନ୍ତଗାଦି ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଙ୍କୁ ମାଡ଼ ନେଇ ଉତ୍ତେଜନା ପ୍ରକାଶ

Jagatsinghapur, Jagatsinghpur | Sep 4, 2025
ଛାତ୍ରଙ୍କୁ ମାଡ଼ ନେଇ ସ୍କୁଲ ପରିସରରେ ଉତ୍ତେଜନା । ଏଭଳି ଘଟଣା ଆଜି ଦିନ ୧ ଘଟିକା ସମୟରେ ବାଲିକୁଦା ଅନନ୍ତଗାଦି ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ଛାତ୍ରମାନେ ସ୍କୁଲରେ ହୁଇସିଲ ବଜାଇବାକୁ କେନ୍ଦ୍ର କରି ଜଣେ ଶିକ୍ଷକ ଛାତ୍ରମାନଙ୍କୁ ମାଡ଼ ମାରିବା ନେଇ ସ୍କୁଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଘଟଣାକୁ ଜେନ୍ଦ୍ରକରି ଛାତ୍ର ଓ ଅଭିଭାବକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି
Read More News
T & CPrivacy PolicyContact Us