Download Now Banner

This browser does not support the video element.

ଢେଙ୍କାନାଳ ସଦର: ଝାଡ଼ବନ୍ଧ ଗ୍ରାମ ନିକଟରେ ୩୦ ଟିକିଆ ହାତୀପଲ, ଯାତାୟତ ବାଧାପ୍ରାପ୍ତ

Dhenkanal Sadar, Dhenkanal | Aug 23, 2025
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଂଜ ଅଞ୍ଚଳରେ ପ୍ରାୟ ୨ଶହରୁ ଉର୍ଦ୍ଦ ହାତୀପଲ ରହିଛନ୍ତି । ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ସକାଳ ଓ ସନ୍ଧ୍ୟା ସମୟରେ ହାତୀମାନେ ଯାତାୟତ କରିଥାନ୍ତି। ଲୋକମାନେ ମଧ୍ୟ ଏହି ସମୟରେ ନିଜର କର୍ମଜଞ୍ଜାଳ ପାଇଁ ଯିବା ଆସିବାବେଳେ ହାତୀ ସହିତ ମୁହାଁମୁହିଁ ହୋଇ ବହୁ ଧନ ଜୀବନ ନଷ୍ଟ ହୋଇଛି । ଆଜି ଶନିବାର ସକାଳ ୭ଟାବେଳେ ଏକ ୩୦ଟିକିଆ ହାତୀପଲ ଝାଡବନ୍ଧ ଗ୍ରାମ ନିକଟ ରୁଙ୍ଗଟା ୩ ନମ୍ବର ଗେଟ ରାସ୍ତାରେ ପାର ହୋଇଛନ୍ତି । ନିକସ୍ଥେ ଜଙ୍ଗଲ ମଧ୍ୟରେ ଅଛନ୍ତି ।
Read More News
T & CPrivacy PolicyContact Us