Download Now Banner

This browser does not support the video element.

ପଟ୍ଟାଙ୍ଗୀ: ରାଜପୁଟ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରାମ୍ୟ ନ୍ୟାୟାଳୟ କୋର୍ଟ ଅନୁଷ୍ଠିତ

Pottangi, Koraput | Sep 6, 2025
ଆଜି ପୂର୍ବାହ୍ନରୁ ଅପରାହ୍ନ ପର୍ଯ୍ୟନ୍ତ ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସେମିଳିଗୁଡା ବ୍ଲକର ରାଜପୁଟ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରାମ୍ୟ ନ୍ୟାୟାଳୟ କୋର୍ଟ ଅନୁଷ୍ଠିତ ହୋଇଯାଇଛି। ଏ ନେଇ ଅପରାହ୍ନ ୩ଟା ସମୟରେ ସୂଚନା ଦେଇଛନ୍ତି ରାଜପୁଟ ସରପଞ୍ଚ ପିତାମ୍ବର କିଶାନୀ। ସୂଚନା ଥାଉ ଯେ, ହାଇକୋର୍ଟ ଙ୍କ ନିର୍ଦ୍ଧେଶ କ୍ରମେ ଗ୍ରାମ୍ୟ ନ୍ୟାୟାଳୟ ର ନ୍ୟାୟାଧୀଶ ଏବେ ପ୍ରତି ପଞ୍ଚାୟତକୁ ଯାଇ କେସ ଗୁଡିଏ ଶୁଣାଣି କରାଉଛନ୍ତି l
Read More News
T & CPrivacy PolicyContact Us