This browser does not support the video element.
ବିଶୋଇ: ଦିଗାରିସୋଳ ଗ୍ରାମରେ ପୁଅ ର ମାଡରେ ବାପର ମୃତ୍ୟୁ
Bisoi, Mayurbhanj | Jun 14, 2025
ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ଝାର ପୋଖରିଆ ଥାନା ଅଧିନ ଦିଗାରିସୋଳ ଗାଆଁ ରେ ।ସୁଚନା ଅନୁସାରେ ସେହି ଗାଁ ର ଜଟିଆ ମୁଣ୍ଡା କୁ କଣସି କାରଣ ପାଇଁ ତାର ବଡ଼ପୁଅ ଚନ୍ଦନ ମୁଣ୍ଡା ମରଣାନ୍ତକ ଆକ୍ରମଣ କରିଥିଲା।ଏକ କାଠ ଫାଳିଆ ରେ ଆକ୍ରମଣ ରକ୍ତାକ୍ତ କରିଥିଲା।ତେବେ ଆଜି ଜଟିଆ ମୁଣ୍ଡା ଙ୍କ ମୃତ୍ୟୁ ଘଟିଛି। ଏ ନେଇ ଜଟିଆ ଙ୍କ ସାନପୁଅ ଥାନା ରେ ଲିଖିତ ଅଭିଯୋଗ ପାଇଲା ପରେ ପୋଲିସ ଆଜି ଦିବା ୨ ଘଟିକା ସମୟରେ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାରୀ ପୁଅ କୁ ଅଟକ ରଖି ତଦନ୍ତ କରୁଛି।