Install App
pmadhabadas
This browser does not support the video element.
ତାଳଚେର ସଦର: ରେଳ ଯୋଗେ କୋଇଲା ପରିବହନ ବେଳେ ପାଲ ଭିଡ଼ିବା ନେଇ ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର
Talcher Sadar, Angul | Aug 28, 2024
ତାଳଚେର ସ୍ଥିତ ବିଭିନ୍ନ କୋଇଲା ଖଣିରୁ ରେଳ ଯୋଗେ ଦୈନନ୍ଦିନ କୋଇଲା ପରିବହନ ହେଉଅଛି l କୋଇଲା ପରିବହନ ବେଳେ ପାଲ ଭିଡ଼ିବା ନେଇ ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ତରଫରୁ କାର୍ଯ୍ୟାଳୟ ଠାରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର କରାଯାଇଛି l ଏନେଇ ବୁଧବାର ମଧ୍ୟାହ୍ନରେ ସଂଘର ସଭାପତି ରାଜ କିଶୋର ସାହୁ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l
Share
Read More News
T & C
Privacy Policy
Contact Us
Your browser does not support JavaScript!