This browser does not support the video element.
ଝାରସୁଗୁଡା: ଝାରସୁଗୁଡ଼ା ର ସରବାହଲ ସ୍କୁଲ ଓ ବିଭିନ୍ନ ସ୍କୁଲ ରେ ପାଳନ ହେଲା ବର୍ଣ୍ଣବୋଧ ଉତ୍ସବ
Jharsuguda, Jharsuguda | Apr 7, 2025
ଏପ୍ରିଲ ୧ତାରିଖରୁ ୧୪ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପାଳିତ ହେଉଛି ଓଡ଼ିଆ ପକ୍ଷ। ସପ୍ତମ ଦିବସରେ ଅନୁଷ୍ଠିତ ହୋଇଛି ବର୍ଣ୍ଣବୋଧ ଉତ୍ସବ।। ଏହି ପରିପ୍ରେକ୍ଷୀରେ ଆଜି ସକାଳ ୧୦ ଟା ରେ ଝାରସୁଗୁଡ଼ା ଜିଲ୍ଲାର ସରବହାଲ ପ୍ରାଇମେରୀ ବିଦ୍ୟାଳୟରେ ପ୍ରଶାସନ ପକ୍ଷରୁ ଅଧିକାରୀ ଓ କର୍ମଚାରୀମାନଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ବର୍ଣ୍ଣବୋଧ ବଣ୍ଟନ କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଡ.ରାଧାକାନ୍ତ ଗଡ଼ତିଆ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ୍ତ ସା ଓ ସୁଶାନ୍ତ ହୋତା ପ୍ରମୁଖ ବିଭିନ୍ନ ବିଦ୍ୟାଳୟରେ ଉପସ୍ଥିତ ରହି ବର୍ଣ୍ଣବୋଧ ବଣ୍ଟନ କରିବା ସହ ଛାତ୍ରଛାତ୍ରୀଙ୍କୁ ଉତ୍ସା