This browser does not support the video element.
ପାରଳାଖେମୁଣ୍ଡି: ବାହୁଡା଼ ଯାତ୍ରା ଉପଲକ୍ଷେ ମୋହନା ରେ ସଂସ୍କୃତିକ କାର୍ଯ୍ୟକ୍ରମ
Paralakhemundi, Gajapati | Jul 16, 2024
ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥାନୀୟ ବଜାର ଠାରେ ବାହୁଡା଼ ଯାତ୍ରା ଉପଲକ୍ଷେ ଦ୍ୱତୀୟ ଦିନ ରେ ମଙ୍ଗଳବାର ଦିନ 10ଟା ରେ ସଂସ୍କୃତି କାର୍ଯ୍ୟକ୍ରମ ରାମାୟଣ ନାଟ ଅନୁଷ୍ଠିତ ହେଇଛି ଅଞ୍ଚଳ ବହୁ ଭକ୍ତ ମହାପ୍ରଭୁ ଙ୍କୁ ଦର୍ଶନ କରି ନାଟ ର ମଜା ନେଇଥିବା ଦେଖିବାକୁ ମେଳିଛି