Install App
qhour
This browser does not support the video element.
ବାଲିଗୁଡା: ଦଣ୍ଡପଦର ଗ୍ରାମ ର ଇଣ୍ଡିଆନ ପେଟ୍ରୋଲ ପମ୍ପ ପାଖରେ ଏକ କାର ଦୁର୍ଘଟଣା, ବାଲିଗୁଡା ପୁଲିସ ଦ୍ୱାରା ଉକ୍ତ କାର ଉଦ୍ଧାର କରାଯାଇଛି,
Baliguda, Kandhamal | Aug 26, 2025
ଦଣ୍ଡପଦର ଗ୍ରାମ ର ଇଣ୍ଡିଆନ ପେଟ୍ରୋଲ ପମ୍ପ ପାଖରେ ଏକ କାର ଦୁର୍ଘଟଣା, ବାଲିଗୁଡା ପୁଲିସ ଦ୍ୱାରା ଉକ୍ତ କାର ଉଦ୍ଧାର କରାଯାଇଛି, ଏହି ଦୁର୍ଘଟଣା ଟି ପାହାନ୍ତିଆ ସମୟେ ହଇଥିବା ବେଳେ, ଦୁର୍ଘଟଣା ପରେ ଉକ୍ତ କାର ଚାଳକ ଛାଡି ପଳାଇଥିବା ବେଳେ କାର ଟିର ନମ୍ବର କେରଳ ନମ୍ବର ରହିଛି ସଂନ୍ଧ୍ୟା 5ଘଣ୍ଟିକା ସମୟରେ ଉକ୍ତ କାର କୁ ବାଲିଗୁଡା ପୁଲିସ ଉଦ୍ଧାର କରା ଥାନାକୁ ନେଇଥିବା ଦେଖିବାକୁ ମିଳିଛି
Share
Read More News
T & C
Privacy Policy
Contact Us
Your browser does not support JavaScript!