This browser does not support the video element.
ସୁକିନ୍ଦା: ସୁକିନ୍ଦା ବ୍ଲକର ପୂର୍ବତନ PEO ସନ୍ତୋଷ କୁମାର ଜେନା କଟକ ଭିଜିଲାନ୍ସ ଦ୍ୱାରା ଗିରଫ
Sukinda, Jajpur | Aug 30, 2025
735000 ସରକାରୀ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ସୁକିନ୍ଦା ବ୍ଲକର ପୂର୍ବତନ PEO ସନ୍ତୋଷ କୁମାର ଜେନାଙ୍କୁ କଟକ ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଉଛି । ସେ ଏବେ ଦାନଗଦି ବ୍ଲକର କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ । ଭିଜିଲାନ୍ସ କେଶ ନମ୍ବର 26/25ରେ ଏକ ମାମଲା ରୁଜୁ ସନ୍ତୋଷ କୁମାର ଜେନାଙ୍କୁ କୋର୍ଟ ଚାଲାଣ କରିଥିବା ଭିଜିଲାନ୍ସ ଅଧିକାରୀଙ୍କ ପକ୍ଷରୁ ଶନିବାର ଅପରାହ୍ନ 3 ଘଟିକା ସମୟରେ ସୂଚନା ମିଳିଛି ।