Download Now Banner

This browser does not support the video element.

ଫୁଲବାଣୀ ସହର: ଜିଲ୍ଲାର ଜଣେ ଟାଣୁଆ ଆଦିବାସୀ ନେତା ତଥା ପୂର୍ବତନ ବିଧାୟକ ଶ୍ରୀ କରେନ୍ଦ୍ର ମାଝୀ ଙ୍କ ବିୟୋଗ ରେ ବିଧାୟଜ ଙ୍କ ଶୋକ

Phulabani Town, Kandhamal | Aug 24, 2025
ଆମ ଜିଲ୍ଲାର ଜଣେ ଟାଣୁଆ ଆଦିବାସୀ ନେତା ତଥା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ଶ୍ରୀ କରେନ୍ଦ୍ର ମାଝୀ ଙ୍କ ମୃତ୍ୟୁ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ.ଏହି ଅସମୟରେ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦଗତି କାମନା କରି ଭାବ ପୁର୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଫୁଲବାଣୀ ବିଧାୟକ
Read More News
T & CPrivacy PolicyContact Us