Download Now Banner

This browser does not support the video element.

ବୀରମିତ୍ରପୁର: ଅଙ୍କୁରପାଲି ଗ୍ରାମପଞ୍ଚାୟତର ବାଲିମୁଣ୍ଡା ଚର୍ଚ୍ଚ ପାଖରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଅନୁଷ୍ଠିତ।

Biramitrapur, Sundargarh | Sep 22, 2025
ହାତୀବାରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଅଙ୍କୁରପାଲି ଗ୍ରାମପଞ୍ଚାୟତର ବାଲିମୁଣ୍ଡା ଚର୍ଚ୍ଚ ପାଖରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଅନୁଷ୍ଠିତ ହୋଇଯାଇଛି।ଏହାକୁ ଅଙ୍କୁରପାଲି ଗ୍ରାମପଞ୍ଚାୟତର ସରପଞ୍ଚ ଆନୁଷ୍ଠାନିକଭାବେ ଉଦ୍ଘାଟନ କରିଥିଲେ।ଏଥିରେ ସିଏଚ ଓ ମଧୁସ୍ମିତା ସ୍ୱାଇଁ,ଏ.ଏନ.ଏମ ଜ୍ୟୋସ୍ନାମୟୀ ସ୍ୱାଇଁ,ଆଶାକର୍ମୀ, ନୂଆଗାଁ ଜିଲ୍ଲାପରିଷଦ 'କ' ଜ୍ୟୋତି ଦଳରସା ଟେଟେ ପ୍ରମୁଖ ଉପସ୍ଥିତ ଥିଲେ।ଏଥିରେ ପ୍ରାୟ ୩୦ଜଣ ମହିଳାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।ମହିଳାମାନଙ୍କର ଉଚ୍ଚତା,ଓଜନ,ହେଇମୋଗ୍ଲୋବିନ,ସିକଳିନ,ମ୍ୟାଲେରିଆ ପ୍ରମୁଖ ପରୀକ୍ଷା କରାଯାଇଥିଲା।
Read More News
T & CPrivacy PolicyContact Us