Download Now Banner

This browser does not support the video element.

ସୋନପୁର: କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର 64 ପ୍ରତିଷ୍ଠା ଦିବସରେ ସୁବର୍ଣ୍ଣପୁର ଜିଲ୍ଲାର ଚାଷୀ ସମ୍ବର୍ଦ୍ଧିତ, ଜିଲ୍ଲାରେ ଖୁସିର ଲହରୀ

Sonapur, Subarnapur (Sonepur) | Aug 24, 2025
ମିଳିଥିବା ସୂଚନା ଅନୁସାରେ ଆଜି ପୂର୍ବାହ୍ନ ପ୍ରାୟ 11 ଘଣ୍ଟା ସମୟରେ ଭୁବନେଶ୍ୱର ଠାରେ ଓଡିଶା କୃଷି ଓ ବୈଶୟିକ ବିଶ୍ୱ ବିଦ୍ୟାଳୟର 64 ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି l କାର୍ଯ୍ୟକ୍ରମରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀମାନ ହରିବାବୁ କୁମ୍ଭମ ପତି ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ତଥା ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂଦେଓଙ୍କ ସମେତ ବିଶ୍ୱ ବିଦ୍ୟାଳୟର କୁଳପତି ଓ ବିଭାଗୀୟ କର୍ତୃପକ୍ଷ ଉପସ୍ଥିତ ଥିଲେ l
Read More News
T & CPrivacy PolicyContact Us