Download Now Banner

This browser does not support the video element.

ରେମୁଣା: ବାଲେଶ୍ଵର ବସଷ୍ଟାଣ୍ଡରେ ପ୍ରଶାସନ ପକ୍ଷରୁ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ବିଡିଓ

Remuna, Balasore | Apr 17, 2024
ବାଲେଶ୍ଵର ବସଷ୍ଟାଣ୍ଡରେ ପ୍ରଶାସନ ପକ୍ଷରୁ ଭୋଟର ସଚେତନତା କାର୍ଯ୍ୟକ୍ରମ। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟି ଦେଇ ପ୍ରତିଟି ଭୋଟ ମୂଲ୍ୟବାନ, ଏ ବାର୍ତ୍ତା କିପରି ଅଧିକରୁ ଅଧିକ ଭୋଟର ମାନଙ୍କ ପାଖରେ ପହଞ୍ଚିପାରିବ ସେନେଇ ବୁଧବାର ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିସହିତ ଭୋଟର ସଚେତନତା ପୋଷ୍ଟର ମଧ୍ୟ କେତେକ ବସରେ ଲଗାଯାଇଥିଲା। ଏଥିରେ ସଦର ବିଡିଓ ସମରଜିତ କର, ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମି ରଞ୍ଜିତ ଦଳବେହେରା ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us