Download Now Banner

This browser does not support the video element.

ପଦ୍ମପୁର: ଆର ବୀ ହାଇସ୍କୁଲ ଠାରେ ଏବିସିଡି ତରଫରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

Padmapur, Bargarh (Baragarh) | Aug 28, 2025
ଆଜି ହେଉଛି ପଶ୍ଚିମ ଓଡ଼ିଶାର ମହାନ କୃଷି ଭିତ୍ତିକ ଗଣପର୍ବ ନୂଆଖାଇ। ନୂଆଖାଇ ପାଇଁ ଗାଁ ଠୁ ସହର ଚଳ ଚଞ୍ଚଳ ହୋଇ ଉଠିପଡିଥିବା ବେଳେ ଆଜି ବରଗଡ ଜିଲ୍ଲା ପଦ୍ମପୁର ସହର ଆର ବୀ ହାଇସ୍କୁଲ ଠାରେ abcd ତରଫରୁ ନୂଆଖାଇ କୁ ନେଇ 27ତମ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଆଜି ସନ୍ଧ୍ୟା 7ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପଦ୍ମପୁର ର ଝାଙ୍କର ସୁରେଶ ଡୁଡ଼ୁକା ପ୍ରଥମେ ମା ସମଲେଶ୍ବରୀ ଙ୍କ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ପରେ ନୂଆଖାଇ ଭେଟଘାଟ ହେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
Read More News
T & CPrivacy PolicyContact Us