Download Now Banner

This browser does not support the video element.

ଲକ୍ଷ୍ମୀପୁର: ପୁଣି ଥରେ ବିଜେଡି ଜିଲ୍ଲା ସଭାପତି ଝିନ୍ନ ହିକକା ହୋଇଥିବାରୁ ଲକ୍ଷ୍ମୀପୁର ଠାରେ ନାରାୟଣପାଟଣା ବିଜେଡି ତରଫରୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା

Lakshmipur, Koraput | Sep 5, 2025
କୋରାପୁଟ ବିଜେଡି ଜିଲ୍ଲା ସଭାପତି ଭାବେ ପୁଣି ଥରେ ମନୋନୀତ ହେଲେ ପୂର୍ବତନ ସାଂସଦ ଝିନ୍ନ ହିକକା। ଗତ କାଲି ବିଜେଡି ରାଜ୍ଯ ସଭାପତି ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଥିଲେ। ପୂର୍ବ ରୁ ଜିଲ୍ଲା ସଭାପତି ଭାବେ ଥିବା ଝିନ୍ନ ହିକକା ପୁଣି ଥରେ ଜିଲ୍ଲା ସଭାପତି ହୋଇଛନ୍ତି। ଏଥିପାଇଁ ଆଜି ଦିନ ୧.୩୦ଟେ ସମୟରେ ଝିନ୍ନ ହିକକାଙ୍କୁ ଲକ୍ଷ୍ମୀପୁର ବାସଭବନରେ ନାରାୟଣପାଟଣା ବିଜେଡି ତରଫରୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିବା ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us