Download Now Banner

This browser does not support the video element.

ସତ୍ୟବାଦୀ: ବିଧାୟକଙ୍କ ଭୁବନେଶ୍ଵର ସ୍ଥିତ ସରକାରୀ ବାସ ଭବନ ପରିସରରେ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

Satyabadi, Puri | Sep 9, 2025
ଆଜି ପୂର୍ବାହ୍ନ ୧୦ଟାରେ ସତ୍ୟବାଦୀ ବିଧାୟକଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିର ଭୁବନେଶ୍ୱର ସ୍ଥିତ ସରକାରୀ ବାସ ଭବନ ପରିସରରେ ଅନୁଷ୍ଟିତ ହୋଇଯାଇଛି। ନିର୍ବାଚନ ମଣ୍ଡଳୀରୁ ଆସିଥିବା ଲୋକ ମାନଙ୍କ ସମସ୍ୟା ଶୁଣିବା ସହ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ବିଧାୟକ ଓମ୍ ପ୍ରକାଶ ମିଶ୍ର।
Read More News
T & CPrivacy PolicyContact Us