Download Now Banner

This browser does not support the video element.

ତେଲକୋଇ: କାଳିମା ଗାଁ ଅଞ୍ଚଳରେ ଅସୁସ୍ଥ ମାଇ ହାତୀ ହାତୀକୁ ଜଗି ରହିଛନ୍ତି ପଲୁଆ ହାତୀ ,ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ

Telkoi, Kendujhar | Sep 28, 2025
କେନ୍ଦୁଝର ବନଖଣ୍ଡ , ତେଲକୋଇ ବନାଞ୍ଚଳ କାଳିମା ଗାଁରେ ପଲୁଆ ହାତୀଙ୍କ ଉତ୍ପାତ ଅଞ୍ଚଳରେ ଲୋକେ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ । ହାତୀ ଙ୍କ ମଧ୍ୟରୁ ଏକ ମାଇ ହାତୀର ଆଗ ଗୁଡ଼ରେ ଗର୍ଭର କ୍ଷତ ହୋଇ ଥିବାରୁ ହାତୀ ଗୁଡ଼ିକ ଅନ୍ୟନ୍ତ୍ର ନ ଯାଇ ହାତୀକୁ ଜଗି ରହିଛନ୍ତି । ଜିଲ୍ଲା ଜଙ୍ଗଲ ଅଧିକାରୀଙ୍କ ସୂଚନା । ହାତୀଙ୍କୁ ନେଇ ଅଞ୍ଚଳ ଏକ ପ୍ରକାର ଭୟଙ୍କର ପରିସ୍ଥିତିରେ । ତେଲ କୋଇ ବନବିଭାଗର ହାତୀକୁ ନେଇକଡ଼ା ନଜର ଆଦି ରାତ୍ରୀ ୧୧ଟା ସମୟର ସୂଚନା ।
Read More News
T & CPrivacy PolicyContact Us