Download Now Banner

This browser does not support the video element.

ଜୁଜୁମୁରା: ଟାମ୍ପରଗଡ ଗ୍ରାମରେ ସ୍ବାଛତା ଦିବସ ଓ ସ୍ବତନ୍ତ୍ର ସଭା ଅନୁଷ୍ଠିତ

Jujomura, Sambalpur | Sep 25, 2025
ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ ଟାମ୍ପରଗଡ ଗ୍ରାମରେ ଗୁରୁବାର ସକାଳେ ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ଓ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ନେଇ କରମା ଗୁଡିରୁ ମା ଦକ୍ଷିଣ କାଲି ମନ୍ଦିର ପର୍ଯ୍ୟନ୍ତ ସ୍ବାଛତା କରାଯାଇଥିଲା । ଏବଂ ଶେଷରେ ଟାମ୍ପରଗଡ ୟୁଜି ଏମ‌ଇ ସ୍କୁଲ ପରିସରରେ ମଧ୍ୟ ସଫା କରାଯାଇଥିଲା । ଏହା ପରେ ପଞ୍ଚାୟତ କାର୍ଯ୍ୟାଳୟ ର ସଭାଗୃହରେ ଏକ ସ୍ବତନ୍ତ୍ର ସଭା ହୋଇ ବିଭିନ୍ନ ସମସ୍ୟାର ସମାଧାନ ବାବଦରେ ଆଲୋଚନା କରାଯାଇଥିଲା ।
Read More News
T & CPrivacy PolicyContact Us