Download Now Banner

This browser does not support the video element.

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ରେ ବିଶ୍ଵ ଫୋଟୋଗ୍ରାଫି ଦିବସ ପାଳିତ

Paralakhemundi, Gajapati | Aug 19, 2024
ପ୍ରତିବର୍ଷ ଅଗଷ୍ଟ ମାସର ଉଣେଇଶି ତାରିଖକୁ ବିଶ୍ବ ଫଟୋଗ୍ରାଫି ଦିବସ ଭାବରେ ପାଳନ କରାଯାଉଛି। ଏହା କେବଳ ଫଟୋଗ୍ରାଫିକୁ ବୃତ୍ତା ଭାବରେ ଗ୍ରହଣ କରୁଥିବା ବ୍ୟକ୍ତିମାନେ ହିଁ ନୁହେଁ ବରଂ ଅଧିକାଂଶ ବ୍ୟକ୍ତି ପାଳନ କରନ୍ତି । ଦିନଥିଲା କେବଳ ହାତଗଣତି କିଛି ବ୍ୟକ୍ତିଙ୍କ ପାଖରେ କ୍ୟାମେରା ରହୁଥିଲା ଏବଂ ସେମାନେ ଫଟୋଗ୍ରାଫି ବା ଚିତ୍ରୋତ୍ତଳନ କରୁଥିଲେ । ଯୁଗ ବଦଳିବା ସହିତ ଆଧୁନିକ ସମୟରେ ସ୍ମାର୍ଟ୍ ଫୋନର ବହୁଳ ବ୍ୟବହାର ଫଳରେ ଆଜିକାଲି ପ୍ରାୟ ପ୍ରତ୍ୟେକ ବ୍ୟକ୍ତିଙ୍କ ହାତରେ ଗୋଟିଏ ଗୋଟିଏ କ୍ୟାମେରା ରହିଛି କହିଲେ ଅତ୍ୟୁକ୍ତି ହେବନାହିଁ । ଫଟୋ ଉଠାଇବା ପାଇଁ ଅଧୂକ ଖର୍ଚ୍ଚିଳ କ୍ୟାମେର
Read More News
T & CPrivacy PolicyContact Us