Download Now Banner

This browser does not support the video element.

ହିନ୍ଦୋଳ: ରଞ୍ଜାସିଂହାର ଝିଅ ବନଜା ନ୍ୟାୟ ପାଇବାରୁ ବଞ୍ଚିତ କଣିହା ଥାନାଠାରେ ଘଟଣାକୁ ନେଇ ରଖିଲେ ପ୍ରତିକ୍ରିୟା

Hindol, Dhenkanal | Sep 23, 2025
ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ରଞ୍ଜାସିଂହା ଗ୍ରାମର ଝିଅ ବନଜା ସାହୁ ବୈଦିକ ହିତିରେ ବିବାହ ହୋଇ ସ୍ୱାମୀଠାରୁ ନିର୍ଯ୍ୟାତନା ଅସହ୍ୟ ହୋଇଛନ୍ତି। ଏବେ ମା ଓ ପୁଅ ନ୍ୟାୟ ପାଇବାପାଇଁ କଣିହା ଥାନାର ଦ୍ୱାରସ୍ତ ହୋଇଛନ୍ତି। ଘଟଣାକୁ ନେଇ ବନଜା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି l ଏ ସଂପର୍କରେ ମଙ୍ଗଳ ବାର ଅପରାହ୍ନ ୪ଟାରେ ସଂପର୍କିଙ୍କଠାରୁ ସୂଚନା ମିଳିଛି।
Read More News
T & CPrivacy PolicyContact Us