Download Now Banner

This browser does not support the video element.

ସୁନ୍ଦରଗଡ ସହର: କନିକା ସ୍ଥିତ ପୁଲିସ ବିଟ ହାଉସ ଠାରେ ପୁଲିସ ପ୍ରଶାସନ ପକ୍ଷରୁ ଶାନ୍ତି ବୈଠକ ଅନୁଷ୍ଠିତ..

Sundargarh Town, Sundargarh | Nov 25, 2024
କନିକା ସ୍ଥିତ ପୁଲିସ ବିଟ ହାଉସ ଠାରେ ପୁଲିସ ପ୍ରଶାସନ ପକ୍ଷରୁ ଶାନ୍ତି ବୈଠକ ଅନୁଷ୍ଠିତ.. ଆଜି ଦିନ 1 ଟା ବେଳେ ହେମଗିର. ଥାନା ଅନ୍ତର୍ଗତ କନିକା ସ୍ଥିତ ବିଟହାଉସ ଠାରେ ହେମଗିର ପୁଲିସ ପକ୍ଷରୁ ମୁସ୍ଲିମ୍ ସମ୍ପ୍ରଦାୟ ର କନିକା ସାଧୁ ବାବା ଙ୍କ ପିଟ ଠାରେ ଅନିଷ୍ଠିତ ହେବାକୁ ଯାଇଥିବା ଉର୍ସ ପର୍ବ କୁ ଶାନ୍ତି ଶୃଙ୍ଖଳା ଭାବରେ ପାଳନ କରିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ଙ୍କୁ ନେଇ ଏକ ଶାନ୍ତି ବୈଠକ ଅନୁଷ୍ଠିତ ହୋଇଯାଇଛି, ହେମଗିର ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକରେ ସଦର ଏସଡିପିଓ ହିମାଂଶୁ ବେହେରା ଉପସ୍ଥିତ ଥିଲେ..
Read More News
T & CPrivacy PolicyContact Us