Download Now Banner

This browser does not support the video element.

ଜଗତସିଂହପୁର: ପାରାଦ୍ୱୀପରେ ଆରମ୍ବ ହୋଇଛି ଉପକୂଳ ସମରାଭ୍ୟାସ ସାଗର କବଚ ଦୁଇ

Jagatsinghapur, Jagatsinghpur | Sep 3, 2025
ପାରାଦ୍ୱୀପରେ ଆରମ୍ବ ହୋଇଛି ଉପକୂଳ ସମରାଭ୍ୟାସ ସାଗର କବଚ ଦୁଇ । ଆଜି ଦିନ ୧୧ ଟା ସମୟରେ ଏହି ସମରାଭ୍ୟାସ ଆରମ୍ବ ହୋଇଛି । ଉପକୂଳ ସମୁଦ୍ରକୁ ସୁରକ୍ଷା ଦେବା ଏହି ସମରାଭ୍ୟାସର ମୂଳ ଲକ୍ଷ । ଏହି ସମରାଭ୍ୟାସ ଦୁଇଦିନ ଧରି ଚାଲିବ ବୋଲି ସୂଚନା ମିଳିଛି । ଭାରତୀୟ ତଟରକ୍ଷା ବାହିନୀ , ମେରାଇନ ପୋଲିସ ଓ ବିଭିନ୍ନ ଗୋଇନ୍ଦା ସଂସ୍ଥା ଏହି ସମରାଭ୍ୟାସରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି
Read More News
T & CPrivacy PolicyContact Us