Download Now Banner

This browser does not support the video element.

ମାଲକାନଗିରି: ଜିଲ୍ଲା ସୀମାନ୍ତ ତୋୟାପାରା ଅଞ୍ଚଳରେ ତଲାସି ଅଭିଯାନ ବେଳେ ମାଓବାଦୀ ଲୁଚାଇ ରଖିଥିବା ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କଲେ ଜବାନ

Malkangiri, Malkangiri | Sep 30, 2025
ମାଲକାନଗିରି ଜିଲ୍ଲା ସୀମାନ୍ତ ତୋୟାପାରା ଅଞ୍ଚଳରେ ମାଓ ଦମନ ଅଭିଯାନ ବେଳେ ମାଟି ତଳେ କିଛି ବିସ୍ଫୋରକ ସାମଗ୍ରୀ ରହିଥିବା ଜଣା ପଡିବ ପରେ ଯବାନଙ୍କ ବୋମା ନିଷ୍କ୍ରିୟକାରୀ ଦଳ ସେଠାରେ ମାଟି ତଳୁ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି। ଏହା ସହ ମାଟି ମଧ୍ୟରୁ ବୋମା, ବନ୍ଧୁକ ଓ କିଛି ମାଓ ସାମଗ୍ରୀ କୁ ମଧ୍ୟ ଜବତ କରଯାଇଥିଲା। ଏହାପରେ ଅଞ୍ଚଳରେ ତଲାସୀ ଅଭିଯାନ କୁ ବଢ଼ାଇ ଦିଆଯାଇଛି।
Read More News
T & CPrivacy PolicyContact Us