Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଫେସବୁକ୍ ହ୍ୟାଣ୍ଡଲ୍‌କୁ କେହି ଅଜଣା ଲୋକେ ହ୍ୟାକ୍ କରିଥିବା ନେଇ ସୂଚନା

Baripada M, Mayurbhanj | Aug 23, 2025
ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଫେସବୁକ୍ ହ୍ୟାଣ୍ଡଲ୍‌କୁ ଅଜଣା ଲୋକେ ହ୍ୟାକ୍ କରିଛନ୍ତି। ଏହି ହ୍ୟାକ୍ ହୋଇଥିବା ପୃଷ୍ଠାରୁ ସାଧାରଣ ଲୋକଙ୍କୁ ଟଙ୍କା ଦାବି କରାଯାଉଛି। ତେବେ ପ୍ରଶାସନ କିମ୍ବା କୌଣସି ଅଧିକାରୀଙ୍କ ପକ୍ଷରୁ କେବେବି ଏପରି ଅନୁରୋଧ ହୋଇନାହିଁ। ଏହି ପୃଷ୍ଠାରୁ ଯାଇଥିବା ମେସେଜ୍‌ରେ କୌଣସି ପ୍ରତିକ୍ରିୟା ବା ରିପ୍ଲାଇ ଦିଅନ୍ତୁ ନାହିଁ କିମ୍ବା ଟଙ୍କା ପଠାନ୍ତୁ ନାହିଁ। ତେବେ ଜିଲ୍ଲା ପ୍ରଶାସନ ଏହି ହ୍ୟାକିଂ ବିଷୟରେ ଜାଣି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଏବଂ ସାଇବର୍ ସେଲ୍‌କୁ ମଧ୍ୟ ଅବଗତ କରାଯାଇଛି।
Read More News
T & CPrivacy PolicyContact Us