This browser does not support the video element.
ଉଦଳା: ହାଟ ସାହି ଠାରେ ମା ଚୁମୁନି ୟୁଥ୍ କ୍ଳବର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଉଦଳାର ବିଧାୟକଙ୍କ ଯୋଗଦାନ
Udala, Mayurbhanj | Sep 7, 2025
ରବିବାର ଦିନ ପ୍ରାୟ ୧୦ଟାରେ ମୟୂରଭଞ୍ଜ ଜିଲ୍ଲାର ଉଦଳା ବ୍ଲକ୍ ଅନ୍ତର୍ଗତ ପାଟଶାଣିପୁର ର ହାଟ ସାହି ଠାରେ ମା ଚୁମୁନି ୟୁଥ୍ କ୍ଳବ୍ ଦ୍ଵାରା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ତେବେ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଉଦଳାର ବିଧାୟକ ଭାସ୍କର ମଢେଇ ଯୋଗ ଦେଇଥିବା ବେଳେ ଖେଳାଳୀ ଙ୍କ ସହିତ ହାତ ମିଳାଇ ଉତ୍ସାହିତ ଓ ପ୍ରେରଣା ଦେଇଥିବା ନେଇ ଜଣାପଡିଛି।