Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ବେଗୁନିଆ ଗାଁରେ ପରକ୍ରିୟା ପ୍ରୀତି ସନ୍ଦେହରେ କଙ୍ଗାରୁ କୋର୍ଟ; ବିଦ୍ୟୁତ ଖୁଣ୍ଟରେ ବାନ୍ଧି ସଂଘବଧ ଆକ୍ରମଣ ଘଟଣାରେ ୭ ଅଟକ
Baripada M, Mayurbhanj | Sep 13, 2025
ପରକ୍ରିୟା ପ୍ରୀତି ସନ୍ଦେହରେ କଙ୍ଗାରୁ କୋର୍ଟ, ବିଦ୍ୟୁତ ଖୁଣ୍ଟରେ ମହିଳା ସମେତ ଦୁଇ ଜଣ ଯୁବକଙ୍କୁ ବାନ୍ଧି ଗ୍ରାମବାସୀ ସଂଘବଧ ଆକ୍ରମଣ କରିଛନ୍ତି। ଏଭଳି ଏକ ଅମାନବୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ବେଗୁନିଆ ଗାଁରେ। ଦୁଇ ଯୁବକ ଓ ଜଣେ ମହିଳାଙ୍କୁ ଅମାନୁଷିକ ଭାବେ ନିସ୍ତୁକ ପିଟିଛନ୍ତି। ଖବର ପାଇ ଯଶିପୁର ଥାନା ପୋଲିସ ତିନି ଜଣଙ୍କୁ ଉଦ୍ଧାର କରିବା ସହ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!