Download Now Banner

This browser does not support the video element.

ଧର୍ମଶାଳା: କୁସୁନପୁର ନିକଟ ଜାତୀୟ ରାଜପଥରେ ଟ୍ରଲର ଦୁର୍ଘଟଣାରେ , ୨ ମୃତ ,ଜଣେ ଗୁରୁତର

Dharmasala, Jajpur | Sep 8, 2025
ଚଣ୍ଡିଖୋଲ-ଡୁବୁରୀ ୫୩-ନମ୍ବର ଜାତୀୟ ରାଜପଥ କୁସୁନପୁର ନିକଟରେ ଏକ ଟ୍ରଲର ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ ହୋଇ ଚିକିତ୍ସିତ ହେଉଛନ୍ତି। ମୃତକ ଦୁଇ ଜଣ ହେଲେ ସୁନୀଲ ପିଙ୍ଗୁଆ, ଜନମ ସିଂ ହାଁସଦା ଏବଂ ଗୁରୁତର ଆହତ ଜଣକ ବାପୁନ ପୂର୍ତ୍ତି ବୋଲି ଜଣାପଡିଛି । ସମସ୍ତେ ଜେନାପୁର ଥାନା ଅନ୍ତର୍ଗତ ଚକ୍ରଧରପୁର ପଞ୍ଚାୟତ ଅଧିନ ବଲାଙ୍ଗିଆ ଗ୍ରାମର ବୋଲି ସୂଚନା ମିଳିଛି ।
Read More News
T & CPrivacy PolicyContact Us