Download Now Banner

This browser does not support the video element.

ଧର୍ମଶାଳା: ବିଂଝାରପୁରରେ ବଜରଙ୍ଗ ଦଳ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Dharmasala, Jajpur | Sep 13, 2025
ଯାଜପୁର ଜିଲ୍ଲା ବିଂଝାରପୁରରେ ବଜରଙ୍ଗ ଦଳ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଥିବା ଦେଖିବାକୁ ମିଳିଛି । ବିଂଝାରପୁର ପ୍ରଖଣ୍ଡ ବଜରଙ୍ଗ ଦଳ ସଂଯୋଜକ ସୁବୋଧ ଧଳ, ପ୍ରଖଣ୍ଡ ସୁରକ୍ଷା ପ୍ରମୁଖ ସୋମ୍ୟରଞ୍ଜନ ବିନ୍ଧାଣୀ ଓ ଶାଖା ସଂଯୋଜକ ପ୍ରକାଶ ସାମଲଙ୍କ ନେତୃତ୍ବରେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।
Read More News
T & CPrivacy PolicyContact Us