This browser does not support the video element.
ବୌଦ୍ଧ ସଦର: ଲୁଣିବାହଲ ନିକଟରେ ଟ୍ରକକୁ ପିଟିଲା ଅଜଣା ଗାଡ଼ି, ଟ୍ରକ ଡ୍ରାଇଭର ସମେତ ତାଙ୍କର ୩ପୁଅ ଗୁରୁତର ଆହତ
Baudh Sadar, Boudh (Bauda) | Apr 6, 2024
ଲୁଣିବାହଲ ନିକଟରେ ଏକ ଟ୍ରକକୁ ଅଜଣା ଗାଡ଼ି ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ସମେତ ତାଙ୍କର ୩ପୁଅ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ୩ ଜଣଙ୍କୁ ବୋୖଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁରୁଣାକଟକ ଥାନା ଅନ୍ତର୍ଗତ ଲୁଣିବାହଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୫୭ନମ୍ବର ଜାତୀୟ ରାଜପଥ ଉପରେ କଖାରୁ ବୋଝେଇ ଟ୍ରକ କୁ ପିଟିଲା ଅଜଣା ଗାଡି । ଟ୍ରକ ଡ୍ରାଇଭର ସମେତ ତାଙ୍କର ୩ପୁଅ ଗୁରୁତର ଆହତ । ଗୁରୁତର ଆହତ ଙ୍କୁ ବୌଦ୍ଧ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳ ରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।