Install App
surendrakathar863
This browser does not support the video element.
ଅତାବିରା: ଅତାବିରା ହାଇସ୍କୁଲରେ ମହିଳା ଫୁଟବଲ ଟୁଣ୍ଟାମେଣ୍ଟ,ମୁଖ୍ୟ ଅତିଥି ଭାବେ ଯୋଗଦେଲେ ବିଧାୟକ
Attabira, Bargarh (Baragarh) | Aug 28, 2025
ଆଜି ଗୁରୁବାର ଅପରାହ୍ନ ୩ଟା ସମୟରେ ନୂଆଖାଇ ଅବସରରେ ମହିଳା ଫୁଟବଲ ଟୁଣ୍ଚାମେଣ୍ଚ ଅନୁଷ୍ଠିତ ହୋଇଯାଇଛି |ଓଡିଶା ଓ ଝାଡଖଣ୍ଡ ଦଳ ମଧ୍ଧରେ ଖେଲ ହୋଇଥିଲା |ଏଥିରେ ଓଡିଶା ଦଳ ବିଜୟ ଲାଭ କରିଥିଲେ |ବିଜେତା ଓ ଉପବିଜେତା ଦଳକୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ |
Share
Read More News
T & C
Privacy Policy
Contact Us
Your browser does not support JavaScript!