Install App
kabisuryatv
This browser does not support the video element.
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ କୁମ୍ପାପଡା ଗ୍ରାମ ରେ ଜନ ସୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Bhanjanagar, Ganjam | Sep 3, 2025
ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ କୁମ୍ପାପଡା ଗ୍ରାମ ରେ ଜନ ସୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଜନ ସୁଣାଣି କାର୍ଯ୍ୟକ୍ରମ ଆଜି ଦିନ 10 ଘଣ୍ଟ ସମୟରେ ଅନୁଷ୍ଠିତ ହୋଇଥିବାର ଖବର ମିଳିଥିବା ବେଳେ ବ୍ଳକର ବିଡିଓଙ୍କ ସମେତ ଥାନା ଅଧିକାରୀ ଯୋଗ ଦେଇ ଲୋକଙ୍କ ଅଭିଯୋଗ କୁ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ରେ ବହୁ ଲୋକ ନିଜର ଅଭିଯୋଗ କରିଥିବା ଖବର ମିଳିଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!