Download Now Banner

This browser does not support the video element.

ପିପିଲି: ଡେଲାଙ୍ଗ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଛେଳି ଚରାଇବାକୁ ଯାଇଥିବା ଜଣେ ନାବାଳିକାକୁ ଦୁର୍ଷ୍କମ ମାମଲା, ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ

Pipili, Puri | Sep 7, 2025
ଗତକାଲି ମଧ୍ୟାହ୍ନ ୧୨ଟାରେ ପିପିଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେଲାଙ୍ଗ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଛେଳି ଚରାଇବାକୁ ଯାଇଥିବା ଜଣେ ୧୨ବର୍ଷୀୟା ନାବାଳିକାକୁ ଦୁସ୍କର୍ମ ମାମଲାରେ ପୋଲିସ ପ୍ରଭାକର ସ୍ଵାଇଁ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରି ଆଜି ଅପରାହ୍ନ ଚାରିଟାରେ କୋର୍ଟ ଚାଲାଣ କରିଛି ପୋଲିସ।
Read More News
T & CPrivacy PolicyContact Us