This browser does not support the video element.
ଫୁଲବାଣୀ ସହର: ଲଗାଣ ବର୍ଷା ଫଳରେ ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ପଞ୍ଚାୟତ ର କଟିମାହା ଗ୍ରାମର ସଞ୍ଜି କହଁର ଘର ର କାନ୍ଥ ଭୁଶୁଡିଲା
Phulabani Town, Kandhamal | Sep 7, 2025
ଲଗାଣ ବର୍ଷା ଫଳରେ ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ପଞ୍ଚାୟତ ର କଟିମାହା ଗ୍ରାମର ସଞ୍ଜି କହଁର ଘର ର କାନ୍ଥ ଭୁଶୁଡି ଥିବା ଦେଖୁବାକୁ ମିଳିଛି ।ସଞ୍ଜି କହଁର ବିବାହ କରି ତିନୋଟି ସନ୍ଧାନ ର ବାପା ହୋଇଥିବା ବେଳେ ନିଜ ପରିବାର କୁ ନେଇଁ ପ୍ରାୟ ୨୫ ବର୍ଷ ରୁ ଉଦ୍ଧ ହେବ ତାଙ୍କ ପିତାଙ୍କ ନିର୍ମିତ ଏକ ବଖରା ପୁରୁଣା ଘରେ ହିଁ ରହି ଆସୁଥିଲେ । ଆଜି ଦିନ ସାରା ଲଗାଣ ବର୍ଷା ଫଳରେ ଘରର ଏକ ମୁଖ୍ୟ କାନ୍ଥ ଭୁଶୁଡି ଥୂବା ଦେଖୁବାକୁ ମିଳିଛି | ଦିନବେଳେ ଘରେ ତାଙ୍କ ସ୍ତ୍ରୀ ଓ ସାନପୁଅ ଥିବା ସମୟ ରେ । କାନୁ ଟି ଭୁଶୁଡି ପଡିଥିଲା.