Download Now Banner

This browser does not support the video element.

ସୋନପୁର: ପିପିଲିପାଲି ଠାରେ ଛାତ୍ର ଆଇନ ସାକ୍ଷରତା କ୍ଲବ ଙ୍କୁ ନେଇ ଜ଼ିଲ୍ଲା ସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ।

Sonapur, Subarnapur (Sonepur) | Sep 12, 2025
ସ୍ଥାନୀୟ ଓଡିଶା ଆଦର୍ଶ ବିଦ୍ୟାଳୟ, ପିପିଲିପାଲି ଠାରେ “ଛାତ୍ର ଆଇନ ସାକ୍ଷରତା କ୍ଲବ ଙ୍କୁ ନେଇ ବିଦ୍ୟାଳୟ ଛାଡିଥିବା ଛାତ୍ରମାନଙ୍କର ନାମଲେଖା ସମ୍ବନ୍ଧ” ବିଷୟ ଉପରେ ଏକ ଜ଼ିଲ୍ଲା ସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ଏହି ସଚେତନତା ଶିବିର ରେ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପଧାନ, ସଦର ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ଚନ୍ଦ୍ରଶେଖର ସବର ଏବଂ ଶିଶୁ ମଙ୍ଗଳ କମିଟି ର ପ୍ରୋଟେକ୍ସନ ଅଫିସର ଶ୍ରୀ ବିଜୟ କୁମାର ବିଶ୍ୱାଳ ଯୋଗ ଦେଇଥିଲେ I ଏହି ଶିବିର ରେ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଅରୁଣ କୁମାର ମହାକୁର ସ୍ୱାଗତ ଭାଷଣ
Read More News
T & CPrivacy PolicyContact Us