This browser does not support the video element.
ଡାବୁଗାଁ: ଡାବୁଗାଁ ଠାରେ ଏସବିଆଇ ତରଫରୁ ଜନସୁରକ୍ଷା ଯୋଜନା ଅଧୀନରେ ପଞ୍ଚାୟତ ସ୍ତରୀୟ ପରିପୂର୍ତ୍ତି ଅଭିଯାନ ଅନୁଷ୍ଠିତ
Dabugan, Nabarangpur | Aug 22, 2025
ଡାବୁଗାଁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଡାବୁଗାଁ ବ୍ଲକର ସଦର ମହକୁମା ଠାରେ ଜନ ସୁରକ୍ଷା ଯୋଜନା ଅଧୀନରେ ପଞ୍ଚାୟତ ସ୍ତରୀୟ ପରିପୂର୍ତ୍ତି ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆରବିଆଇ ନିର୍ଦେଶ ଅନୁସାରେ ପ୍ରତ୍ୟକ ବ୍ଲକରେ ପଞ୍ଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମରେ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଥିଲେ ଡାବୁଗାଁ ଷ୍ଟେଟବ୍ୟାଙ୍କ କର୍ମଚାରୀଏହି କାର୍ଯ୍ୟକ୍ରମ ରେ ଡାବୁଗାଁ ଏସବିଆଇ ପ୍ରବନ୍ଧକ ରାଜନାରାୟଣ ଦିଗଲ,ଡାବୁଗାଁ ଏମବିକେ,ସିଆରପି, ଜିପିଏ ଲଏଫ ସମ୍ପାଦିକା, ସଭାପତି ଏବଂ ବିଭିନ୍ନ ମହଲା ସ୍ୱୟଂ ସହାୟତା ଗ୍ରୁପର ମହିଳାମାନେ ଉପସ୍ଥିତ ଥିଲେ।