Download Now Banner

This browser does not support the video element.

ଲକ୍ଷ୍ମୀପୁର: ରଙ୍ଗପାଣି ରାସ୍ତାରେ ଧସିଲା ମାଟି ଅତଡା,ଅବୋରୋଧ ହେଲା ରାସ୍ତା

Lakshmipur, Koraput | Sep 2, 2025
କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ତେନ୍ତୁଳିପଦର୍ ପଞ୍ଚାୟତ ରଙ୍ଗପାଣି ରାସ୍ତାରେ ଅଘଟଣ।ଲଗାଣ ବର୍ଷା ଯୋଗୁଁ ପାହାଡ଼ରୁ ମାଟି ଧସି ରାସ୍ତା ଅବରୋଧ ହୋଇଥିବା ଦିନ ୧୨ଟା ସମୟରେ ଦେଖିବାକୁ ମିଳିଛି।କୁକୁଡ଼ାସିଲ୍ ଓ ରଙ୍ଗପାଣି ରାସ୍ତାରେ ଧସିଛି ମାଟି ଅତଡା। ଫଳରେ ନାଲକୋ ଖଣି ଅଞ୍ଚଳର ପାଦ ଦେଶରେ ଥିବା ୨ ଟି ଗାଁ, ତଳ ରଙ୍ଗପାଣି ଓ ଉପର୍ ରଙ୍ଗପାଣି କୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। କଷ୍ଟେ ମଷ୍ଟେ ଦୁଇ ଚକିଆ ଜାନ ଯାଇପାରୁଛି। ବାକି ଜାନ ବାହନ ଚଳ ପ୍ରଚଳ ବନ୍ଦ ରହିଥିବା ସୂଚନା।
Read More News
T & CPrivacy PolicyContact Us