This browser does not support the video element.
ଝାରସୁଗୁଡା: ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଝାରସୁଗୁଡ଼ା ପକ୍ଷରୁ ଦେବାଡ଼ିହି ଉଚ୍ଚ ବିଦ୍ୟାଳୟ ଠାରେ ମୌଳିକ ଆଇନ୍ ଶିକ୍ଷାକୁ ନେଇ ସଚେତନତା କାର୍ଯ୍ୟକ୍ରମ
Jharsuguda, Jharsuguda | Aug 26, 2025
ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଝାରସୁଗୁଡ଼ା ପକ୍ଷରୁ ମଙ୍ଗଳବାର ଦିନ ତିନିଟା ସମୟରେ ଦେବାଡ଼ିହି ଉଚ୍ଚ ବିଦ୍ୟାଳୟ ଠାରେ ମୌଳିକ ଆଇନ୍ ଶିକ୍ଷା ଓ ଅଧାରୁ ପାଠ ଛାଡି ଦେଉଥିବା ଛାତ୍ର ଛାତ୍ରୀ ମାନଙ୍କୁ ସ୍କୁଲକୁ ଫେରାଇ ଆଣିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଆଲୋକମୟୀ ପ୍ରଧାନ, ସି ଆର୍ ସି ସି ସୂର୍ଯ୍ୟ ପଟେଲ, ବ୍ଲକ ଶିକ୍ଷା ଅଧିକାରୀ ଅନିଲ କୁମାର ପଟେଲ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରବୀନ୍ଦ୍ର ମାଝୀ, ମୁଖ୍ୟ ଆଇନ୍ ସେବା ପ୍ରତିପକ୍ଷ ଓକିଲ ସାଜଦା ବେଗମ ଓ କିଶୋର ନ୍ୟାୟ ବୋର୍ଡ